About Trust & Member
About Trust & Member
सर्वमङ्गलमाङ्गल्ये शिवे सर्वार्थसाधिके। शरण्ये त्र्यम्बके गौरी नारायणि नमोऽस्तु ते॥
About the formation and membership of the Trust Board:
- The trust board is operating since 1970. Latter the Endowment commission Bhubaneswar Odisha formed an interim trust board consisting of members only from Govt. department. Tahsildar Kakatpur, BDO Kakatpur, IIC of police station Kakatpur, Head of the CHC Bangurigaon and Assistant engineer PWD Kakatpur are the trustee member of this interim trust board.
- The Endowment commission has appointed an executive officer to supervise the daily operation of the temple.
ଟ୍ରଷ୍ଟ ବୋର୍ଡ ଗଠନ ଓ ସଭ୍ୟ ସମ୍ପର୍କରେ:
- ୧୯୭୦ ମସିହାରୁ ମନ୍ଦିର ପିରଚାଳନା ନିମନ୍ତେ ଏକ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଥିଲା । ପରବର୍ତି ସମୟରେ ଦେବୋତର କମିଶନର ଓଡିଶା, ଭୁବନେଶ୍ବର ମଧ୍ୟବର୍ତିକାଳୀନ ଟ୍ରଷ୍ଟ ବୋର୍ଡ କେବଳ ସରକାରୀ ବ୍ୟକ୍ତି ବିଶେଷମାନଙ୍କୁ ନେଇ ଗଠନ କରିଛନ୍ତି । ଯାହାର ମୁଖ୍ୟ ଟ୍ରଷ୍ଟି ସ୍ଥାନୀୟ ତହସିଲଦାର, ସଭ୍ୟ ମଣ୍ଡଳ ଉନ୍ନୟନ ଅଧିକାରୀ, କାକଟପୁର, ଭାରପ୍ରାପ୍ତ ଥାନା ଅଧିକାରୀ, କାକଟପୁର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ, ବାଙ୍ଗୁରିଗାଁ ଓ ସହକାରୀ ଯନ୍ତ୍ରୀ, ପୂର୍ତ ବିଭାଗ, କାକଟପୁର । ମନ୍ଦିର କାର୍ଯ୍ୟ ନିର୍ବାହ କରିବା ପାଇଁ ଦେବୋତର କମିଶନରଙ୍କ ଦ୍ବାରା ଜଣେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଅଛି।