Guest House & Hotels

Guest House

सर्वमङ्गलमाङ्गल्ये शिवे सर्वार्थसाधिके। शरण्ये त्र्यम्बके गौरी नारायणि नमोऽस्तु ते॥

Guest House

  • Odisha Tourism and Development corporation(OTDC) has developed a building on the north east side of the temple. This is being used as a resting place for the devotees. At the top of the building there are three houses for the devotees used as night shelter.

ଗେଷ୍ଟ ହାଉସ୍ ସମ୍ପର୍କରେ:-

  • ମନ୍ଦିରର ପୂର୍ବ ଉତର ପାର୍ଶ୍ଵରେ ଓ.ଟି.ଡି.ସି ତରଫରୁ ଏକ କୋଠା ଘର ନିର୍ମାଣ କରାଯାଇଅଛି । ଯାହା କି, ଭକ୍ତମାନଙ୍କର ବିଶ୍ରାମ ଗୃହ ରୂପେ ବ୍ୟବହାର କରାଯାଉଅଛି। ତା’ ପାର୍ଶ୍ବରେ ଏକ ଶୌଚାଳୟ ନିର୍ମାଣ କରାଯାଇଛି। କୋଠା ଘରର ଉପର ଭାଗରେ ଭକ୍ତମାନଙ୍କ ପାଇଁ ରାତ୍ରରେ ରହିବା ପାଇଁ ତିନୋଟି ଗୃହର ବ୍ୟବସ୍ଥା ରହିଛି ।

Hotel & Foods

सर्वमङ्गलमाङ्गल्ये शिवे सर्वार्थसाधिके। शरण्ये त्र्यम्बके गौरी नारायणि नमोऽस्तु ते॥

Hotel & Foods

  • Arrangements have been made to give prasad to the devotees inside the temple every day. It is done by the routine servants of the respective day. Anand Bazar is there inside the temple premises to eat prasad. Drinking water and lighting facility also there in Anand Bazar .

ହୋଟେଲ ଏବଂ ଖାଦ୍ୟ

  • ମନ୍ଦିର ମଧ୍ୟରେ ଭକ୍ତମାନଙ୍କ ପାଇଁ ପ୍ରତ୍ୟେକ ଦିନ ପ୍ରସାଦ ଦେବାର ବ୍ୟବସ୍ଥା କରାଯାଇଛି । ତାହା ସଂପୃକ୍ତ ଦିନର ପାଳିଆ ସେବକମାନଙ୍କ ଦ୍ଵାରା କରାଯାଏ ।ପ୍ରସାଦ ଖାଇବା ନିମନ୍ତେ ମନ୍ଦିର ତରଫରୁ ଆନନ୍ଦ ବଜାରର ବ୍ୟବସ୍ଥା ରହିଛି । ସେଥ‌ିରେ ପାନୀୟ ଜଳ ଓ ଆଲୋକି କରଣର ବ୍ୟବସ୍ଥା ରହିଛି।