Daily Pooja Rituals

Daily Pooja Rituals

सर्वमङ्गलमाङ्गल्ये शिवे सर्वार्थसाधिके। शरण्ये त्र्यम्बके गौरी नारायणि नमोऽस्तु ते॥

ମା ମଙ୍ଗଳା କାକଟପୁର ମନ୍ଦିର କାର୍ଯ୍ୟସୂଚୀ

  • ମନ୍ଦିରର ନୀତି ସମୟ
    ୧. ମନ୍ଦିର ଦ୍ବାର ଖୋଲା ଭୋର ଘ୦୪,୦୦ମି
    2. ମଙ୍ଗଳ ଆଳତୀ ଓ ମଇଲମ
    ୩. ମାଜଣା ଓ ସ୍ନାନ ନୀତି
    ଭୋର ଘ୦୪.୩୦ମି ୪. ନୂତନ ବସ୍ତ୍ର ପରିଧାନ ଓ ବେଶ ପରେ ମନ୍ଦିର ଦ୍ବାର ଖୋଲା
    ୫. ସର୍ବସାଧାରଣ ଦର୍ଶନ
    ୬. ସୂର୍ଯ୍ୟପୂଜା
    ୭. ବଲ୍ଲଭ ଧୂପ
    ୮. ଧୂପ ଓ ଦର୍ଶନ ବନ୍ଦ
    ୯. ମନ୍ଦିର ଖୋଲା,ଆଳତୀ ଓ ସର୍ବସାଧାରଣ ଦର୍ଶନ
    ୧୦. ଦ୍ବି ପ୍ରହର ଧୂପ ଓ ସର୍ବସାଧାରଣ ଦର୍ଶନ ବନ୍ଦ
    ୧୧. ମନ୍ଦିର ଖୋଲା ଆଳତୀ ଏବଂ ସର୍ବସାଧାରଣ ଦର୍ଶନ
    ୧୨. ଭଣ୍ ଧୂପ
    ୧୩. ମନ୍ଦିର ପହୁଡ
    ୧୪. ସର୍ବସାଧାରଣ ଦର୍ଶନ ସକାଳ ଘ୦୮.୦୦ମି ସକାଳ ଘ୦୮.୩୦ମି ସକାଳ ଘ୦୯.୩୦ମି ସକାଳ ଘ୧୦.୧୫ମି ମଧ୍ୟାହ୍ନ ଘ୧୨.୦୦ମି ଦିବା ଘ୧୨.୪୫ମି ଦିବା ଘ୦୨.୩୦ମି ଦିବା ଘ୦୩.୦୦ମି ଦିବା ଘ୧୫.୦୦ ମି
    ୧୫. ସନ୍ଧ୍ୟା ଅଳତୀ ସନ୍ଧ୍ୟା ଘ.୦୬.୩୦ମି
    ୧୬. ରାତ୍ରି ଧୂପ ଓ ମନ୍ଦିର ବନ୍ଦ ରାତ୍ର ଘ ୦୮.୦୦ମି
    ୧୭. ମନ୍ଦିର ଖୋଲା,ଆଳତୀ ଓ ସର୍ବସାଧାରଣ ଦର୍ଶନ ୧୮. ଗୀତଗୋବିନ୍ଦ ପାଠ ରାତ୍ର ଘ ୦୯.୦୦ମି ରାତ୍ର ଘ ୦୯.୧୫ମି
    ୧୯. ବଡସିଂହାର ବେଶ,ଆଳତୀ ହୋଇ ମନ୍ଦିର ପହୁଡ଼ ପଡେ ରାତ୍ର ଘ ୦୯.୧୫ମି ବି.ଦ୍ର: ବିଭିନ୍ନ ପର୍ବପର୍ବାଣୀରେ ମା’ଙ୍କ ନିକଟରେ ବିଶେଷ ନୀତି ପାଳନ କରାଯାଇଥାଏ। ମନ୍ଦିର ପ୍ରଶାସନ ମା’ ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ କାକଟପୁର

Maa Mangala Kakatpur Temple Schedule :

  • Temple Rules Time
    1. Temple doors open 4:00 PM
    2. Mangala Alati and Mailam
    3. Majra and Sannava Rules
    4:00 PM
    4. After wearing new clothes and dressing, the temple doors open
    5. Public Darshan
    6. Sun worship
    7. Ballav incense
    8. Incense and Darshan closed
    9. Temple open, Alati and Public Darshan
    10. Dwi Prahar incense and Public Darshan closed
    11. Temple open Alati and Public Darshan
    12. Bhan incense
    13. Temple Pahud
    14. Public viewing Morning 8:00 AM Morning 8:00 AM Morning 9:30 AM Morning 10:15 AM Noon 12:00 AM Evening 12:45 AM Evening 2:30 AM Evening 3:00 AM Evening 15:00 AM
    15. Evening Altai Morning 6:00 AM
    16. Night incense and temple closure Night 8:00 AM
    17. Temple open, Altai and public viewing 18. Gita Govinda recitation Night 9:00 AM Night 9:15 AM
    19. Barsinghar Besha, Altai and temple entry after Altai Night 9:15 AM B.Dr: Special rules are observed for the mother during various festivals. Temple Administration Maa Mangala Temple Trust Board Kakatpur